ସାକ୍ଷ ର ତ୍ରୟଗାଥା (ଦି ୱିଟ୍ନେସ୍ ଟ୍ରିୟଲୋଜି)
Сереш 1 Эпизодаш
ДоттагӀаллин доьзал
ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ଏବଂ ଶକ୍ତିର ଆବିଷ୍କାର କରନ୍ତୁ ଆଉ ଦେଖନ୍ତୁ ଯେ କାହିଁକି ତାଙ୍କ ଅନୁଗାମୀ ତାଙ୍କ ସନ୍ଦେଶକୁ ପୄଥିବୀର ଶେଷ ସୀମା ପର୍ଯ୍ୟନ୍ତ ନେଇଯିବାକୁ ସମସ୍ତ ବିପନ୍ନ କଲେ |
- Албанийн мотт
- Ӏаьрбийн мотт
- Азербайджанан мотт
- Бангла (дукхахберш)
- Бангла
- Боснин мотт
- Бирман мотт
- Кантонийн мотт
- Китайн мотт (цхьалхе даьккхина)
- Хорватийн мотт
- Нидерландийн мотт
- Ингалсан
- Французийн мотт
- Гуьржийн мотт
- ХӀинди
- Хмонг
- Индонезийн мотт
- Каракалпакийн мотт
- ГӀазакхийн
- Корейн мотт
- ГӀиргӀизой
- Лаосан мотт
- Македонийн мотт
- ГӀажарийн мотт
- Панджаби мотт
- Румынийн мотт
- Оьрсийн мотт
- Оьрсийн Ӏалашонан мотт
- Сербийн мотт
- Шугни мотт
- Испанийн мотт (Латинан Америка)
- Таджикийн
- Туркойн мотт
- Украинхойн мотт
- Урду
- Узбекийн мотт
- Вьетнамхойн мотт
Эпизодаш
-
1. ଆମ୍ଭମାନଙ୍କ ସହିତ ଈଶ୍ୱର
ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ପ୍ରେମର ଅନ୍ୱେଷଣ କରନ୍ତୁ ଆଉ ଦେଖନ୍ତୁ ଯେ ତାଙ୍କ ଅନୁଗାମୀମାନେ ତାଙ୍କ ସନ୍ଦେଶକୁ ଜଗତର ଶେଷ ପର୍ଯ୍ୟନ୍ତ ନେଇଯିବାକୁ ଆପଣାର ସମସ୍ତ ବିପନ୍ନ କଲେ | ପି... more
ଆମ୍ଭମାନଙ୍କ ସହିତ ଈଶ୍ୱର
ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ପ୍ରେମର ଅନ୍ୱେଷଣ କରନ୍ତୁ ଆଉ ଦେଖନ୍ତୁ ଯେ ତାଙ୍କ ଅନୁଗାମୀମାନେ ତାଙ୍କ ସନ୍ଦେଶକୁ ଜଗତର ଶେଷ ପର୍ଯ୍ୟନ୍ତ ନେଇଯିବାକୁ ଆପଣାର ସମସ୍ତ ବିପନ୍ନ କଲେ | ପିଲାମାନେ ଓ ବୟସ୍କ ଲୋକେ ସମାନ ରୁପେ ଯୀଶୁଙ୍କର ଏହି ଜୀବନ ଚରିତ୍ର ଦ୍ୱାରା ମୋହିତ ହେବେ, ଯେଉଁଥିରେ ଜ୍ୱଳନ୍ତ କଥନ ଓ ଉଚ୍ଚ ପ୍ରଭାବି ଆନିମେଶନ ସମ୍ମିଳୀତ ଅଟେ | ୭ବର୍ଷ ଆଉ ତାଠୁଁ ଅଧିକ ବୟସ୍କଙ୍କ ପାଇଁ ସୁପାରିଶ କରାଯାଏ | ଏହି ଶକ୍ତିଶାଳୀ ଉପସ୍ଥାପନା ଦର୍ଶକଙ୍କୁ ପରମେଶ୍ୱରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ପଦ ଚିହ୍ନରେ ଚାଲିବାକୁ ପ୍ରେରିତ ଓ ପ୍ରୋତ୍ସାହିତ କରିବ |
