Zosawonera ana

ପାଷ୍ଟର୍ ୱର୍ମବ୍ରାଣ୍ଡ୍‌ଙ୍କ ନାଟକିୟ ସାକ୍ଷ ଯାହା କି ଆନ୍ତର୍ଜାତିକ ଶ୍ରେଷ୍ଠ ବିକ୍ରିତ 'ଟୋର୍ଚ୍ୟ୍‌ର୍ଡ଼୍ ଫୋର୍‍ ଖ୍ରାୟିଷ୍ଟ୍'ରେ କୁହାଯାଇଥିଲା | ୧୯୪୫ରେ କମ୍ୟୁନିଷ୍ଟମାନେ ଅଧିକାର ଜବତ କରିନେଲେ ଆଉ ଏକ ଲକ୍ଷ ସୈନିକ ତାଙ୍କ ପ୍ରିୟ ରୋମାନିଆରେ ଅଜାଡ଼ି ଦିଆଯାଇଥିଲେ | ପାଷ୍ଟର୍ ୱର୍ମବ୍ରାଣ୍ଡ୍‌ଙ୍କୁ ଗୁପ୍ତ ପୋଲିସ୍‌ ଗିରଫ୍ କଲେ ଆଉ "କୈଦି ନଂବର ୧" ରୁପେ ରଖିଥିଲେ | କମ୍ୟୁନିଷ୍ଟ ଜେଲରେ ୧୪ବର୍ଷର ଅକଳ୍ପନୀୟ ଯାତନା ତାଙ୍କ ବିଶ୍ୱାସକୁ ଭାଙ୍ଗିପାରିନଥିଲା |