ପରିବାର ଅନୁକୂଳ

ଯେତେବେଳେ ୱିକ୍ଟୋରିଆ ଏବଂ ଡିପର୍‌ ଲାଇଫ୍‌ ଚର୍ଚ୍ଚ ଗମ୍ବେ, ନାଇଜେରିଆ ର ତାଙ୍କ ସାଥି ବିଶ୍ୱାସୀ ମାନେ ଏକତ୍ର ହୋଇ ତାଡ଼ନା ପ୍ରାପ୍ତ ଚର୍ଚ୍ଚ ନିମନ୍ତେ ପ୍ରାର୍ଥନା କଲେ, ସେମାନେ ଭାବି ନଥିଲେ ଯେ କେତେ ଶୀଘ୍ର ସେମାନେ ନିଜେ ତାଡ଼ନା ପ୍ରାପ୍ତ ହେବେ |