ଯୋହନଙ୍କ ସୁସମାଚାର
Filime 2:25:39
Filime zibereye Umuryango
ସୁସମାଚାର ସଂଗ୍ରହ
ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏବଂ ଆଶ୍ଚର୍ଯ୍ୟଜନକ ଚଳଚିତ୍ର ଇତିହାସର ସବୁଠାରୁ ପବିତ୍ର ଗ୍ରନ୍ଥ ଉପରେ ଏକ ନୂତନ ଆଲୋକ ପ୍ରକାଶ କରେ | ଅତି ସୁନ୍ଦର ଭାବେ ଚିତ୍ରାଙ୍କିତ, ଅଦ୍ଭୁତ ରୁପେ ପ୍ରଦର୍ଶିତ, ଧାର୍ମିକ, ଐତିହାସିକ ଏବଂ ଆଧୁନିକ ପୁରାତାତ୍ତ୍ୱିକ ମାନଙ୍କ ଦ୍ୱାରା ସୁଚିତ, ଏହି ଚଳଚିତ୍ର ଦେଖିବା ଏବଂ ସମ୍ପଦ କରି ରଖିବା ଯୋଗ୍ୟ ଅଟେ | ଲୁମୋ ପ୍ରୋଜେକ୍ଟ୍ ଦ୍ୱାରା ଚିତ୍ରାଙ୍କିତ |
- Ikinyamarike
- Icyarabu
- Ikinyazerubayijani
- Ikibangaladeshi (Gisanzwe)
- Ikinyaburumezi
- Igikantoneze
- Igicicewa
- Igishinwa (cyoroheje)
- Igikuruwasiya
- Igiceke
- Dari
- Ikidaci
- Icyongereza
- Igifinishi
- Igifaransa
- Ikidage
- Ikigujarati
- Igihawusa
- Igiheburayo
- Igihindi
- Ikinyandoneziya
- Igitaliyani
- Ikiyapani
- Igikanada
- Igikazakisitani
- Khmer
- Igikoreya
- Igikurude (Kurmanji)
- Igikurude (Sorani)
- Igikirigizisitani
- Ikinyalitiviya
- Ilingala
- Ikimalayalamu
- Ikinyamarati
- Ikinepali
- Ikinyanoruveji
- Igiperesi
- Ikinyapolande
- Igiporutige
- Igipunjabi
- Ikiromaniya
- Ikirusiya
- Icyesipanyoro (Amerika y'Amajyepfo)
- Igiswahili
- Igitagaloge
- Igitamili
- Igitelugu
- Igitayilandi
- Igiturukiya
- Ikinyayukereni
- Urdu
- Uyghur
- Ikinyawuzubekisitani
- Ikiviyetinamu
- Ikiyoruba
