ମାତା-ପିତାଙ୍କ ପରାମର୍ଶ ସୁପାରିଶ କରାଯାଏ

ଯୀଶୁଙ୍କ ନାମ ଶକାସୁ କ୍ଲେଶ ପାଇବା ସାରା ବିଶ୍ୱରେ ହୋଇଥାଏ ଆଊ ଏହି ପୀଡ଼ିତ ଦେଶରେ ଥିବା ଭାଇ ଏବଂ ଭଉଣୀ ମାନଙ୍କ ସକାଶେ ପ୍ରାର୍ଥନା ଓ ସମର୍ଥନ କରିବା ଆମର ଦାୟିତ୍ୱ ଅଟେ | ୱାୟ୍‌ସ୍‌ ଆଫ୍‌ ଦି ମାର୍ଟିୟର୍ସ ର ଏହି ଆଠଗୋଟି ଲଘୁ ଚଳଚିତ୍ରରେ, ତିନିଗୋଟି ମହାଦେଶରୁ ତାଡ଼ନାପ୍ରାପ୍ତ ଖ୍ରୀଷ୍ଟଙ୍କ ଅନୁଗାମୀ ଭୟଙ୍କର କ୍ଲେଶ ମଧ୍ୟେ ତାଙ୍କ ଆଶା ଓ ବିଶ୍ୱାସର କାହାଣୀ ବାଣ୍ଟିଛନ୍ତି | ଏହି ବିଶ୍ୱାସୀମାନଙ୍କ ଦୄଢ଼ ବିଶ୍ୱାସ ତାଙ୍କ ଯନ୍ତ୍ରଣାକାରୀଙ୍କ ପ୍ରତି କ୍ଷମା ଜଗତର ଶେଷ ପର୍ଯ୍ୟନ୍ତ ଆପଣାର ଏହି ଭାଇ ଏବଂ ଭଉଣୀମାନଙ୍କ ମହାନ ହୄଦୟର ସ୍ମରଣ କରାଇବ |

ପର୍ଯ୍ୟାୟସମୁହ

  • ଫଜଲ୍‌ର କାହାଣୀ (4m)

    ଏହି ଭିଡ଼ିଓ ଆପଣଙ୍କୁ ଓ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଆମର ପାକିସ୍ତାନି ଖ୍ରୀଷ୍ଟିୟ ପରିବାର ଓ ସାରା ଜଗତର ତାଡ଼ନା ପ୍ରାପ୍ତ ବିଶ୍ୱାସୀ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରେରିତ ଏ... more

  • ସାଙ୍ଗ୍‌-ଚୁଲ୍‌ର କାହାଣୀ (6m)

    ଏଇ କାହାଣୀକୁ ପାଦ୍ରି ହାନ୍‌ଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ, ସାଙ୍ଗ୍‌-ଚୁଲ୍‌ଙ୍କ ଦୄଷ୍ଟି ମାଧ୍ୟମାରେ କୁହାଯାଇଛି, ଏମିତିକା ଏକ ବ୍ୟକ୍ତି ଯିଏ ବିପଦ ଥିବା ସତ୍ତ୍ୱେ ଉତ୍ତର କୋରିୟ... more