ମାତା-ପିତାଙ୍କ ପରାମର୍ଶ ସୁପାରିଶ କରାଯାଏ

ଯୀଶୁଙ୍କ ନାମ ଶକାସୁ କ୍ଲେଶ ପାଇବା ସାରା ବିଶ୍ୱରେ ହୋଇଥାଏ ଆଊ ଏହି ପୀଡ଼ିତ ଦେଶରେ ଥିବା ଭାଇ ଏବଂ ଭଉଣୀ ମାନଙ୍କ ସକାଶେ ପ୍ରାର୍ଥନା ଓ ସମର୍ଥନ କରିବା ଆମର ଦାୟିତ୍ୱ ଅଟେ | ୱାୟ୍‌ସ୍‌ ଆଫ୍‌ ଦି ମାର୍ଟିୟର୍ସ ର ଏହି ଆଠଗୋଟି ଲଘୁ ଚଳଚିତ୍ରରେ, ତିନିଗୋଟି ମହାଦେଶରୁ ତାଡ଼ନାପ୍ରାପ୍ତ ଖ୍ରୀଷ୍ଟଙ୍କ ଅନୁଗାମୀ ଭୟଙ୍କର କ୍ଲେଶ ମଧ୍ୟେ ତାଙ୍କ ଆଶା ଓ ବିଶ୍ୱାସର କାହାଣୀ ବାଣ୍ଟିଛନ୍ତି | ଏହି ବିଶ୍ୱାସୀମାନଙ୍କ ଦୄଢ଼ ବିଶ୍ୱାସ ତାଙ୍କ ଯନ୍ତ୍ରଣାକାରୀଙ୍କ ପ୍ରତି କ୍ଷମା ଜଗତର ଶେଷ ପର୍ଯ୍ୟନ୍ତ ଆପଣାର ଏହି ଭାଇ ଏବଂ ଭଉଣୀମାନଙ୍କ ମହାନ ହୄଦୟର ସ୍ମରଣ କରାଇବ |

ପର୍ଯ୍ୟାୟସମୁହ

  • ସାରାର କାହାଣୀ (6m)

    ଏକ ଗୁପ୍ତ ଚର୍ଚ୍ଚ ପତ୍ରିକାର ପ୍ରକାଶନରେ ସହାୟତା କରିଥିବା ପାଇଁ ସାରାଙ୍କୁ ଗିରଫ କରାଗଲା ଏବଂ ମାଡ଼ ଦିଆଗଲା |

  • ଆଲେକ୍ସର କାହାଣୀ (6m)

    ଏକ କୋଲୋମ୍ବିୟାନ୍‌ ବ୍ୟକ୍ତି ଯିଏ FARC ଆତଙ୍କବାଦୀଙ୍କ ନେତୃ‌ତ୍ୱରେ ହୋଇଥିବା ନରସଂହାରରୁ ବଞ୍ଚିଯାଇଥିଲେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ଦେଇ ସେ ଆପଣା ହତ୍ୟା ପ୍ରଯତ୍ନକାରୀଙ୍କୁ କ... more

  • ଶାଫିୟାର କାହାଣୀ (4m)

    ଶାଫିୟାର ଅପହରଣର ଦୁଃସ୍ୱପ୍ନ ସେତେବେଳେ ଅନ୍ତହେଲା ଯେବେ ସେ ତାଙ୍କ ବାର୍ବାରିକ କାରାଗାର ଦ୍ୱାର ଖୋଲା ପାଇଲେ | କିନ୍ତୁ ଏକ ଦୁଃସ୍ୱପ୍ନ ଅନ୍ତ ହେଉହେଉ ଅନ୍ୟଟି ଆରମ୍ଭ ହୋଇଥିଲା |.

  • ପାଦିନାର କାହାଣୀ (7m)

    ପାଦୀନା ଅତ୍ମହତ୍ୟା କରିବାକୁ ଦୄ‍ଢ଼ ନିଶ୍ଚିତ ଥିଲେ | ସିଏ ଯୀଶୁ ଖ୍ରୀଷ୍ଟଙ୍କୁ ଲଜ୍ଜିତ କରି...ଆଲ୍ଲାହ୍‌ଙ୍କୁ ଗୌରବାନ୍ୱିତ କରିବାକୁ ଯୋଜନା କଲେ | ସିଏ ଏକ ସମ୍ପୁର୍ଣ୍ଣ ମୁସଲ୍‌ମାନ... more

  • ବାଉନ୍ଚାନ୍‌ର କାହାଣୀ (5m)

    ଏକ କମ୍ୟୁନିଷ୍ଟ ସୈନ୍ୟ ରୁପେ ସମ୍ମାନିତ |. ଯୀଶୁ ଖ୍ରୀଷ୍ଟଙ୍କ ଅନୁଗାମୀ ରୁପେ ତିରସ୍କୄତ |. ଏକ ଦଶନ୍ଧିରୁ ଅଧିକ ଧରି ଖ୍ରୀଷ୍ଟଙ୍କ ନିମନ୍ତେ କାରାଗାର ପ୍ରାପ୍ତ |

  • ୱିକ୍ଟୋରିଆର କାହାଣୀ (5m)

    ଯେତେବେଳେ ୱିକ୍ଟୋରିଆ ଏବଂ ଡିପର୍‌ ଲାଇଫ୍‌ ଚର୍ଚ୍ଚ ଗମ୍ବେ, ନାଇଜେରିଆ ର ତାଙ୍କ ସାଥି ବିଶ୍ୱାସୀ ମାନେ ଏକତ୍ର ହୋଇ ତାଡ଼ନା ପ୍ରାପ୍ତ ଚର୍ଚ୍ଚ ନିମନ୍ତେ ପ୍ରାର୍ଥନା କଲେ, ସେମାନେ ଭା... more

  • ଲେଇନାର କାହାଣୀ (5m)

    ଯେମିତି ଲେଇନା ପ୍ରାର୍ଥନା କଲେ, ସେ ଯୁ୍ଦ୍ଧଗ୍ରସ୍ଥ ସିରିୟାରେ ତାଙ୍କ ସାକ୍ଷ ହେବାକୁ ପରମେଶ୍ୱରଙ୍କୁ ଆପଣା ଜୀବନ ସମର୍ପଣ କଲେ | କିନ୍ତୁ ସେ ଅନୁଭବ କଲେ ଯେ ପ୍ରଭୁ ତାଙ୍କ ନିଜ ଜୀବ... more

  • ସୁଟାର କାହାଣୀ (5m)

    ଦେଖନ୍ତୁ ସୁଟାର ଈଶ୍ୱରଙ୍କ ପ୍ରତି ଆଜ୍ଞାକାରିତା, କିପରି ସେ ଗ୍ରାମକୁ ଫେରିବାରୁ ଯେଉଁ ଗ୍ରାମକୁ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଛାଡ଼ି ଚାଲିଯିବାକୁ ଆଦେଶ ଦେଇଥିଲେ, ନା କେବ... more

  • ହାନ୍ନିଲିର କାହାଣୀ (5m)

    ଯେତେବେଳେ ହାନ୍ନିଲି ଏବଂ ତାଙ୍କ ପରିବାର ଆଫଗାନିସ୍ଥାନ୍‌ରେ ଅଗ୍ରୀମ ପଂକ୍ତିରେ ସେବା କରିବାକୁ ଦକ୍ଷିଣ ଆଫ୍ରିକାର ନିଜ ଆରାମଦାୟକ ଘର ଛାଡ଼ିଥିଲେ, ସେମାନେ ବିପଦସବୁ ବିଷୟରେ ଅବଗତ ଥ... more

  • ରିଚାର୍ଡ଼‌ର କାହାଣୀ (6m)

    ଏହା ଏପରି ଏକ କାହାଣୀ ଯେଉଁଥିରେ ଏକ ବ୍ୟକ୍ତିଙ୍କ ବିଶ୍ୱାସଯୋଗ୍ୟତା ଓ କ୍ଲେଶଭୋଗ ତାଡ଼ନା ପ୍ରାପ୍ତ ଖ୍ରୀଷ୍ଟିୟାନଙ୍କ ସମର୍ଥନରେ ଏକ ବିଶ୍ୱବ୍ୟାପି ନେଟ୍‌ୱାର୍କ‌କୁ ଜନ୍ମ ଦେଲା |

  • ଫଜଲ୍‌ର କାହାଣୀ (4m)

    ଏହି ଭିଡ଼ିଓ ଆପଣଙ୍କୁ ଓ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଆମର ପାକିସ୍ତାନି ଖ୍ରୀଷ୍ଟିୟ ପରିବାର ଓ ସାରା ଜଗତର ତାଡ଼ନା ପ୍ରାପ୍ତ ବିଶ୍ୱାସୀ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରେରିତ ଏ... more

  • ସାଙ୍ଗ୍‌-ଚୁଲ୍‌ର କାହାଣୀ (6m)

    ଏଇ କାହାଣୀକୁ ପାଦ୍ରି ହାନ୍‌ଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ, ସାଙ୍ଗ୍‌-ଚୁଲ୍‌ଙ୍କ ଦୄଷ୍ଟି ମାଧ୍ୟମାରେ କୁହାଯାଇଛି, ଏମିତିକା ଏକ ବ୍ୟକ୍ତି ଯିଏ ବିପଦ ଥିବା ସତ୍ତ୍ୱେ ଉତ୍ତର କୋରିୟ... more

  • Canetin hekayəsi (3m)

    Canetin hekayəsi Mərkəzi Afrika Respublikasında təqib olunan xristianların necə vətəndaş müharibəsi və islamist zorakılıq üzündən evlərindən və kəndlə... more